ପ୍ରତ୍ୟକ୍ଷଦର୍ଶୀ

ଏ କବିତା ରାଜନୈତିକ ଶ୍ଲେଷର ଏକ ଚମକପ୍ରଦ ଚିତ୍ରଶାଳା । ରଙ୍ଗବେରଙ୍ଗ ମିଛ ଭିତରେ ଆମ ଗଣତନ୍ତ୍ରର ବିକଳ ଚେହେରାକୁ ଧରି ରଖୁଥିବା ଏ କବିତା ।


ମୁଁ ଯାହା ଚାହୁଁ ନଥିବି, ତାହା ହେଉଥିବ ହୋଇଚାଲିଥିବ, ମତେ କିଛି ଭଲ ଲାଗୁ ନଥିବ ମୁଁ ମର୍ମାହତ ହେଉଥିବି କିନ୍ତୁ ସେମାନଙ୍କୁ କିଛି ଫରକ୍ ପଡୁନଥିବ । ମୁଁ ରଡିରଡି କହୁଥିବି, ଏ ସବୁ ଭଲ ନୁହେଁ ସେମାନେ ମତେ ଶୁଣିବେ ନାହିଁ, ଜବାବ୍ ବି ଦେବେ ନାହିଁ । ନା, ସେମାନେ ମତେ

To continue reading "ପ୍ରତ୍ୟକ୍ଷଦର୍ଶୀ", login now.

This page has been protected for subscriber only and it is free to subscribe.

Report an Error