ଓଜନ

ଏ କବିତାର ଓଜନ ପୃଥିବୀର ଓଜନ ସହିତ ସମାନ । ଏହାକୁ ସମ୍ଭାଳି ପାରିଲେ ହେଲା !!


ସେମାନେ କହିଲେ, ପେଟରେ ଧରିଥିବା ପିଲା ସହିତ ମୋର ଓଜନ ସଇଁତ୍ରିଶ କେଜି ସାଢେ ତିନିଶହ ଗ୍ରାମ୍, କାଖରେ ଥିବା ପିଲାର ଓଜନ ଅଢେଇ କେଜି, ମୁଣ୍ଡରେ ବୋହିଥିବା ଇଟାର ଓଜନ ସତର କେଜି, ସମୁଦାୟ ତାଙ୍କ ଖାତାରେ । ଭିତରେ ଓ ବାହାରେ ମୋର ଆହୁରି କେତେ କେତେ ଓଜନ, ସେମାନେ କହିଲେ ନାହିଁ, ତାହା ବୈଧାନିକ ଗୋପନୀୟତା । ମୋର ଚିରା ଶାଢୀର ଓଜନ, ଫଟା ବ୍ଲାଉଜର ଓଜନ, ଥନରେ

To continue reading "ଓଜନ", login now.

This page has been protected for subscriber only.

Report an Error