ପ୍ରଦୀପ କୁମାର ପଣ୍ଡା
Posts
Publications
About

ମୁଁ କିଛି କହିବି ନାହିଁ

କିଛି ନ କହିବା ଇ ଅନେକ କିଛି କହିବାର ଏକ ମାଧ୍ୟମ । କିଛି କହିବି ନାଇଁ ବୋଲି ଗୋଟେ ନିଭୃତ ସତ୍ୟର ଅନାବରଣ କରୁଛି ଏ କବିତା ।


ଅନ୍ଧାର କାହିଁ, ଉଲକା ଦେଖିବାକୁ ? ସବୁଠି ଅନ୍ଧତ୍ବ । ଠିକ୍ ଠାକ୍ ଚାଲିଥିବାବେଳେ ଜୀବନ ଅନ୍ଧାରର କିବା ପ୍ରୟୋଜନ। ଅନ୍ଧାରରେ ଧରାଇବି ନାହିଁ ନିଆଁ ଲେଖିବି ନାହିଁ କବିତା, କରିଥିଲି ସଂକଳ୍ପ ଯେ ଅନ୍ଧାର କାହିଁ ! ବାସ୍ ହୋଇଗଲା ମୁଁ କିଛି କହିବି ନାହିଁ ତୁମେ ଗାଅ ରାଷ୍ଟ୍ରଗୀତ ପ୍ରତ୍ନ

To continue reading "ମୁଁ କିଛି କହିବି ନାହିଁ", login now.

This page has been protected for subscriber only and it is free to subscribe.

Report an Error