ମୁଁ କିଛି କହିବି ନାହିଁ

କିଛି ନ କହିବା ଇ ଅନେକ କିଛି କହିବାର ଏକ ମାଧ୍ୟମ । କିଛି କହିବି ନାଇଁ ବୋଲି ଗୋଟେ ନିଭୃତ ସତ୍ୟର ଅନାବରଣ କରୁଛି ଏ କବିତା ।


ଅନ୍ଧାର କାହିଁ, ଉଲକା ଦେଖିବାକୁ ? ସବୁଠି ଅନ୍ଧତ୍ବ । ଠିକ୍ ଠାକ୍ ଚାଲିଥିବାବେଳେ ଜୀବନ ଅନ୍ଧାରର କିବା ପ୍ରୟୋଜନ। ଅନ୍ଧାରରେ ଧରାଇବି ନାହିଁ ନିଆଁ ଲେଖିବି ନାହିଁ କବିତା, କରିଥିଲି ସଂକଳ୍ପ ଯେ ଅନ୍ଧାର କାହିଁ ! ବାସ୍ ହୋଇଗଲା ମୁଁ କିଛି କହିବି ନାହିଁ ତୁମେ ଗାଅ ରାଷ୍ଟ୍ରଗୀତ ପ୍ରତ୍ନ

To continue reading "ମୁଁ କିଛି କହିବି ନାହିଁ", login now.

This page has been protected for subscriber only.

Report an Error