![](https://hub.batoi.com/pub/assets/2022/08/12/untitled-design-2022-08-12t153824-62f626b476a55.jpg)
ମରଣକୁ କିଏ ଚାହେଁ,
ଏପରିକି ମୃତ !
ମୃତ୍ୟୁ ଏକ ନଦୀ ବାଲ୍ୟକାଳ ପରି
ଉଖାରି ଉଖାରି ମାଟି ବାଟ ଖୋଜିନିଏ ।
ଏକୋଇଶ ରାତ୍ର ପରେ ଦିନ ଆସେ
ମୁଁ ଓ ମୃତ୍ୟୁ ଖଳଖଳେଇ ବହିଯାଉ,
କେଉଁଠିକି ଯାଉ ?
ପ୍ରଶ୍ନ ଅବାନ୍ତର,
ଆମେ ମସ୍ତ ଆମ ଯିବା ବାଟରେ ।
ଶହେଆଠ ବା
To continue reading "ମୃତ୍ୟୁ", login now.
This page has been protected for subscriber only.