ମରଣକୁ କିଏ ଚାହେଁ,
ଏପରିକି ମୃତ !
ମୃତ୍ୟୁ ଏକ ନଦୀ ବାଲ୍ୟକାଳ ପରି
ଉଖାରି ଉଖାରି ମାଟି ବାଟ ଖୋଜିନିଏ ।
ଏକୋଇଶ ରାତ୍ର ପରେ ଦିନ ଆସେ
ମୁଁ ଓ ମୃତ୍ୟୁ ଖଳଖଳେଇ ବହିଯାଉ,
କେଉଁଠିକି ଯାଉ ?
ପ୍ରଶ୍ନ ଅବାନ୍ତର,
ଆମେ ମସ୍ତ ଆମ ଯିବା ବାଟରେ ।
ଶହେଆଠ ବା
To continue reading "ମୃତ୍ୟୁ", login now.
This page has been protected for subscriber only.