
ଆପଣଙ୍କ ଭାଷା ଭଦ୍ରୋଚିତ ସଭ୍ୟ ନମ୍ର,
ଆପଣ କହନ୍ତି ରଞ୍ଜିତ ସିନ୍ଦୂର ଅଳତା
କହନ୍ତି ଭୟ ଶୋଣ ଶୋଣିତ,
ଯେମିତି ଏକ ନଦୀବିଶେଷ ଜଳ ବା ଫୁଲ ।
ସେମାନେ ବିଭ୍ରାନ୍ତକାରୀ ବଡ଼ ଅଭଦ୍ର
କହନ୍ତି ରକ୍ତ !
ଓଃ କେଡେ ବର୍ବର ସେମାନେ !
ଆପଣ କାଟି ଦେଇପାରନ୍ତି ସେମାନଙ୍କ ଜିଭ
ଓ କହନ୍ତି
To continue reading "ଧାନ", login now.
This page has been protected for subscriber only and it is free to subscribe.