
ମୋର ଆଖି ପରି ପତ୍ରର
ପତ୍ର ପରି ଡାଳର
ଡାଳ ପରି ଗଛର ଏକ ଆକୃତି ଥାଏ ।
ଗଛମାନେ ପରସ୍ପର ମିଶି
ଏକ ଆକୃତି ଗଢ଼ିଥାନ୍ତି ଜଙ୍ଗଲର
କେତେବେଳେ ବୃତ୍ତ, କେତେବେଳେ ବର୍ଚ୍ଛା,
କେତେବେଳେ ଶମ ବା ଶମନ ।
ଆକାଶ ଖୋଜିବାକୁ ଛିଦ୍ରଟିଏ,
ଝରଣା କୂଳରେ କଣ୍ଢେଇ ଖେଳିବାକୁ ଚଟାଣଟିଏ,
ସେମାନେ ଗଢ଼ିଥାନ୍ତି ସଯତ୍ନରେ
To continue reading "ଆକୃତି", login now.
This page has been protected for subscriber only and it is free to subscribe.