
ଦୁଇ ପରେ ହୁଏ ତିନ୍, କିଏ ନ ଜାଣେ !
କାଉ ରାବେ ସିନା ଖାଲି କା' କା', ସେ ଜାଣେ ତା'ପରେ ଖା'
କ ଚ ଟ ତ ପ ପରେ
ଖ ଛ ଟ ତ ପ ଲେଖି ସିନା ଜାଣେ ନାହିଁ
ସକାଳ ହେବା କଥା ସେ ବୁଝିପାରେ
ତା'ର ଦୁଇ ଭୂରୁ ମଝିର କମ୍ପନରୁ ।
To continue reading "୨୦୨୩", login now.
This page has been protected for subscriber only and it is free to subscribe.