ଶ୍ରେୟୀ ଶକୁନ୍ତଳା

କବି କାଳିଦାସଙ୍କ କାଳଜୟୀ ନାଟକ ଅଭିଜ୍ଞାନ ଶକୁନ୍ତଳମ୍ କୁ ନେଇ କଥାଶିଳ୍ପୀ ପ୍ରଶାନ୍ତ ନନ୍ଦଙ୍କ 'ଶ୍ରେୟୀ ଶକୁନ୍ତଳା' ଉପନ୍ଯାସ ।
Author: ପ୍ରଶାନ୍ତ ନନ୍ଦ
Digital (PDF)
INR 300.00

ଓଡିଆ ଚଳଚ୍ଚିତ୍ର ଜଗତର ଜୀବନ୍ତ କିମ୍ବଦନ୍ତୀ ପ୍ରଶାନ୍ତ ନନ୍ଦ ଜଣେ କଥାଶିଳ୍ପୀ ଓ ଗୀତିକାର ଭାବେ ଓଡିଆ ପାଠକ, ଶ୍ରୋତା ଓ ଦର୍ଶକଙ୍କ ଗହଣରେ ବେଶ୍ ପରିଚିତ । ରୂପେଲି ପରଦାରେ ନିଚ୍ଛକ ଓଡିଆ କାହାଣୀ ପରଷି ଆମ ସିନେମାକୁ ନୂଆ ଦିଶା ଦେଇଥିବା ଏହି ସୃଜନ ଶିଳ୍ପୀ ମହାଭାରତର ଶକୁନ୍ତଳାଙ୍କୁ ଭାରତୀୟ ନାରୀର ତ୍ଯାଗ, ଆଦର୍ଶ ଓ ସ୍ବାଭିମାନର ପ୍ରତୀକ ଭାବେ ଉପସ୍ଥାପିତ କରିଛନ୍ତି ।

Report an Error