ପଦ୍ମଜ ପାଳଙ୍କ ଗଳ୍ପ ସାମ୍ରାଜ୍ଯ - ୧

ଓଡ଼ିଶାର ସୁନାମଧନ୍ୟ ଗାଳ୍ପିକ ତଥା ଔପନ୍ୟାସିକ ଡ. ପଦ୍ମଜ ପାଳଙ୍କ ଗଳ୍ପ ସଂକଳନଗୁଡିକୁ ନେଇ ପ୍ରସ୍ତୁତ 'ପଦ୍ମଜ ପାଳଙ୍କ ଗଳ୍ପ ସାମ୍ରାଜ୍ଯ - ୧'।
Author: ପଦ୍ମଜ ପାଳ
Digital (PDF)
INR 399.00

ଏହି ଭାଗରେ ରହିଛି କଥାକାରଙ୍କ ଲୋକପ୍ରିୟ ଗଳ୍ପ ସଂକଳନ - 'ଅପେକ୍ଷା କର ମୁଁ ଫେରୁଛି (ପ୍ରକାଶକାଳ : ୧୯୮୦)', 'ଜୀବନମୟ - ୧୨୯ (ପ୍ରକାଶକାଳ : ୧୯୯୫)', 'ଉତ୍ତରପୁରୁଷ - ୨୫୭ (ପ୍ରକାଶକାଳ : ୧୯୯୭)', 'କ୍ଷତ - ୩୫୯ (ପ୍ରକାଶକାଳ : ୨୦୦୩)' ।

Report an Error