ପଦ୍ମଜ ପାଳଙ୍କ ଗଳ୍ପ ସାମ୍ରାଜ୍ଯ - ୩

ଓଡ଼ିଶାର ସୁନାମଧନ୍ୟ ଗାଳ୍ପିକ ଓ ଔପନ୍ୟାସିକ ଡ. ପଦ୍ମଜ ପାଳଙ୍କ ଗଳ୍ପ ସଂକଳନଗୁଡିକୁ ନେଇ ପ୍ରସ୍ତୁତ 'ପଦ୍ମଜ ପାଳଙ୍କ ଗଳ୍ପ ସାମ୍ରାଜ୍ଯ - ୩' ।
Author: ପଦ୍ମଜ ପାଳ
Digital (PDF)
INR 355.00

ସେ ୧୯୯୧ ମସିହାରେ ଝଙ୍କାର ପୁରସ୍କାର ଓ ଉପନ୍ୟାସ ‘ଦୁର୍ଗ ପତନର ବେଳ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଭାଗରେ ରହିଛି କଥାକାରଙ୍କ ଲୋକପ୍ରିୟ ଗଳ୍ପ ସଂକଳନ - 'କୁଆଡେ ଯିବାର ନାହିଁ (ପ୍ରକାଶକାଳ : ୨୦୧୦)', 'ମୁହଁସଞ୍ଜ - (ପ୍ରକାଶକାଳ : ୨୦୧୧)' ।

Report an Error