ପଦ୍ମଜ ପାଳଙ୍କ ଗଳ୍ପ ସାମ୍ରାଜ୍ଯ - ୨

ଓଡ଼ିଶାର ସୁନାମଧନ୍ୟ ଗାଳ୍ପିକ ଓ ଔପନ୍ୟାସିକ ଡ. ପଦ୍ମଜ ପାଳଙ୍କ ଗଳ୍ପ ସଂକଳନଗୁଡିକୁ ନେଇ ପ୍ରସ୍ତୁତ 'ପଦ୍ମଜ ପାଳଙ୍କ ଗଳ୍ପ ସାମ୍ରାଜ୍ଯ - ୨' ।
Author: ପଦ୍ମଜ ପାଳ
Digital (PDF)
INR 355.00

ଏହି ଭାଗରେ ରହିଛି କଥାକାରଙ୍କ ଲୋକପ୍ରିୟ ଗଳ୍ପ ସଂକଳନ - 'ନିଷିଦ୍ଧ ଅରଣ୍ୟ (ପ୍ରକାଶକାଳ : ୧୯୭୭)', 'ଇଗଲର ନଖଦନ୍ତ - (ପ୍ରକାଶକାଳ : ୧୯୮୨)', 'ସବୁଠୁ ସୁନ୍ଦର ପକ୍ଷୀ (ପ୍ରକାଶକାଳ : ୧୯୯୨)' ।

Report an Error