ପୁଷ୍ପାଞ୍ଜଳି କରଙ୍କ ଦ୍ବାରା ରଚିତ ଏହି ଚରିତ ଉପନ୍ଯାସଟି ଜଣେ ଯୁବରାଣୀଙ୍କ ଉତ୍ସର୍ଗ ଓ ସମର୍ପଣର ଅନନ୍ଯ ଦସ୍ତାବିଜ୍ ।
Author: ପୁଷ୍ପାଞ୍ଜଳି କର
Digital (PDF)
INR 250.00

ଯଶୋଧାରାଙ୍କ ତ୍ୟାଗମୟ ଜୀବନ କାହାଣୀ ଉପରେ ଆଧାରିତ ପୁଷ୍ପାଞ୍ଜଳିଙ୍କ ଏହି ମନୋଜ୍ଞ ଉପନ୍ଯାସରେ ଉପନ୍ୟାସର ନାୟିକା ଯଶୋଧାରା ବିପ୍ଳବୀ ନୁହନ୍ତି, ବରଂ ଜଣେ ମହାଭାରତୀୟ ନାରୀସତ୍ତା, ଯିଏ ନିର୍ବାଣରହିତ କର୍ମଯୋଗିନୀ । ଚାହିଁଛନ୍ତି ବାରମ୍ବାର ଜଗତକୁ ଆସି କର୍ମ କରିବା ପାଇଁ । ତାଙ୍କ ପାଇଁ ଜୀବନ ବନ୍ଧନ ନୁହେଁ, କର୍ମର ଯଜ୍ଞଶାଳା ।

Report an Error