ବିଜୟ ପ୍ରସାଦ ମହାପାତ୍ରଙ୍କ ବିପୁଳ କଥା ଜଗତର ପଚାଶଟି ରୋଚକ ଗଳ୍ପକୁ ନେଇ ପ୍ରସ୍ତୁତ ଏହି ସଂକଳନ 'ବିରଳ ବିଜୟ - ବିଜୟ ପ୍ରସାଦ ମହାପାତ୍ରଙ୍କ ବଛାବଛା ଗପ' ।
Author: ବିଜୟ ପ୍ରସାଦ ମହାପାତ୍ର
Digital (PDF)
INR 350.00

ଗାଳ୍ପିକ ବିଜୟ ପ୍ରସାଦ ମହାପାତ୍ର ଜଣେ ଅନନ୍ଯ କଥାକାର, ଯାହାଙ୍କର କଥା ଭିତରେ ପାରମ୍ପରିକ ଓଡିଆ କଥନ ଶୈଳୀ ଯେତେ ବାରିହୁଏ, .ସେତିକି ଦେଖିହୁଏ ଭାଷା ଓ ଭାବର ପରୀକ୍ଷିତ ଛଟା । ବିଶେଷକରି ପୁରୀ ବୋଲି ଓ ଶ୍ରୀକ୍ଷେତ୍ରର ଲୋକଜୀବନର ସେ ଜଣେ ଅସାଧାରଣ ରୂପକାର । ତାଙ୍କର ପ୍ରକାଶିତ ସମସ୍ତ ଗଳ୍ପ ନିଜ ନିଜ ଭାବ, ଭଙ୍ଗୀ, ଗୁଣ ଓ ଗଢଣରେ ସ୍ବତନ୍ତ୍ର । ଚମତ୍କାର ଶ୍ଳେଷ ଓ ଭାଷାର ଯାଦୁକରୀ ତାଙ୍କର ଅନ୍ଯ ଏକ ସ୍ବତନ୍ତ୍ରତା ।

Report an Error