ବିଡମ୍ବିତ ଅଭିସାର

ଗୌରହରି ଦାସଙ୍କ 'ବିଡମ୍ବିତ ଅଭିସାର' କେବଳ ମାଧବୀଙ୍କ ବିଡମ୍ବିତ ଜୀବନର କାହାଣୀ ନୁହେଁ, ଏହା ମଣିଷ ଜାତି ପାଇଁ ଏକ ଚେତାବନୀ । ସମୟେ ସମୟେ ଗୋଟେ ଅଭିମାନ କିଭଳି ବିରାଟ ବଡ ବିପର୍ଯ୍ଯୟକୁ ଟାଣିଆଣେ ଏ ଉପନ୍ଯାସ ତାର ଏକ ଉଦାହରଣ ।
Author: ଗୌରହରି ଦାସ
Digital (PDF)
INR 100.00

ସମକାଳୀନ ଓଡିଆ କଥା ସାହିତ୍ଯକୁ ଏକ ନୂତନ ଦିଶା ଓ ଦର୍ଶନ ଦେଇଥିବା ଗୌରହରି ଦାସ ଓଡିଆ ପାଠକଙ୍କ ଅନ୍ତରଙ୍ଗ ସାରସ୍ବତ ସ୍ରଷ୍ଟା । ରାଶି ରାଶି କାହାଣୀ, ସ୍ତମ୍ଭ, ଉପନ୍ଯାସ, ଗୀତିକବିତା, ନାଟକ ଓ ଭ୍ରମଣ କାହାଣୀର ସ୍ରଷ୍ଟା ଗୌରହରି ଦାସ ନିଜେ ହିଁ ନିଜର ଉଦାହରଣ । ମହାଭାରତର ଚରିତ୍ରଙ୍କୁ ନେଇ ରଚିତ ଗୌରହରି ଦାସଙ୍କ 'ବିଡମ୍ବିତ ଅଭିସାର' ଆମ ସମୟ ପାଇଁ ଏକ ବହୁମୂଲ୍ଯ ଦସ୍ତାବିଜ୍ ।

Report an Error