ବସନ୍ତ ଶତପଥୀଙ୍କ ଗଳ୍ପ ସମଗ୍ର - ୧

ବସନ୍ତ କୁମାର ଶତପଥୀଙ୍କ ରାଶି ରାଶି କାହାଣୀଗୁୃଡିକର ପ୍ରଥମ ସନ୍ନିବେଶିତ ସଙ୍କଳନ ଗଳ୍ପ ସମଗ୍ର - ୧ର ପ୍ରକାଶନ ଓଡିଆ ସାହିତ୍ଯ ପାଇଁ ଏକ ଅବିସ୍ମରଣୀୟ ସମ୍ବାଦ ।
Author: ବସନ୍ତ ଶତପଥୀ
Digital (PDF)
INR 499.00

ଆଧୁନିକ ଓଡି଼ଆ କଥା ସାହିତ୍ଯର ଜଣେ କିମ୍ବଦନ୍ତୀ କଥାଶିଳ୍ପୀ ବସନ୍ତ କୁମାର ଶତପଥୀ । ଓଡି଼ଆ କଥା ସାହିତ୍ଯର ଏହି ଶିଖର ପୁରୁଷ ତାଙ୍କ ଅନବଦ୍ଯ କଥାଶୈଳୀ ପାଇଁ ଓଡିଆ ପାଠକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି । ସେହିପରି ସମାଜ ଓ ଜୀବନ ତାଙ୍କ ତୀର୍ଯକ ଦୃଷ୍ଟିଭଙ୍ଗୀ ତାଙ୍କୁ ଦେଇଛି ଅସାମାନ୍ଯ ପରିଚିତି । କଥାଶିଳ୍ପୀ ବସନ୍ତ କୁମାର ଶତପଥୀଙ୍କ କଥାଦୃଷ୍ଟି ସବୁବେଳେ ମାଟିମନସ୍କ ।

Report an Error