୪୦ ବର୍ଷ, ୪୦ ଗପ

ଆମ କଥା ସାହିତ୍ଯର ଜଣେ ବ୍ଯତିକ୍ରମୀ କଥାଶିଳ୍ପୀ ଭୀମ ପୃଷ୍ଚି । ଭୀମଙ୍କ ଦୀର୍ଘ ଚାଳିଶ ବର୍ଷର ଗଳ୍ପ ଲିଖନ ଅଭିଜ୍ଞତା । '୪୦ ବର୍ଷ, ୪୦ ଗପ' - ଏହା ଚାଳିଶ ବର୍ଷର ଚାଳିଶିଟି ଗପକୁ ନେଇ ପ୍ରକାଶ ପାଇଥିବା ଏହି ସଂକଳନ ଏକ ନିଆରା ସଂଯୋଗ ।
Author: ଭୀମ ପୃଷ୍ଟି
Digital (PDF)
INR 450.00

ଭୀମ ପୃଷ୍ଟିଙ୍କ ଲାଗି ଗଳ୍ପ ଲେଖିବା ଏକ ମିଶନ୍ । ଏହା ତାଙ୍କ ପାଇଁ ଏକ ସାଧନା । ଗୋଟିଏ ଗୋଟିଏ କାହାଣୀ ତିଆରି କରିବାକୁ ସମ୍ଭବତଃ ବର୍ଷ ବର୍ଷ ଗବେଷଣା କରୁଥିବା ଓଡିଶାର ଏକମାତ୍ର କଥାକାର ହେଉଛନ୍ତି ଭୀମ ପୃଷ୍ଟି । ଏଥିପାଇଁ ତାଙ୍କର ଅନେକ ଚରିତ୍ର ଜୀବନ୍ତ । ମିଥ୍, କଳ୍ପକଥା, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ସବୁରି ଭିତରେ ସମକାଳର ଜୀବନ୍ତ ମଣିଷଙ୍କୁ ଯୋଡି କାହାଣୀ ନିର୍ମାଣର କଳା ବାେଧହୁଏ ସିଏ ହିଁ ସଫଳ ଭାବେ ଆୟତ୍ତ କରିପାରିଛନ୍ତି ।

Report an Error