
ଭାରତୀୟ ମସଲାର କାହାଣୀ
ମସଲାଗୁଡିକ କେବଳ ଖାଦ୍ୟର ସ୍ୱାଦ ବଢ଼ାନ୍ତି ତାହା ନୁହେଁ, ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଉପାଦେୟ । ଭାରତୀୟ ବ୍ୟଞ୍ଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମସଲାକୁ ନେଇ ପ୍ରସ୍ତୁତ ଆମର ଇ ପୁସ୍ତକ ଭାରତୀୟ ମସଲାର କାହାଣୀ |
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00
ଭାରତୀୟମାନେ ଟିକେ ମସଲାପ୍ରିୟ । କଥାରେ ହେଉ କି ଖାଦ୍ୟରେ ମସଲା ନ ହେଲେ ସେମାନଙ୍କୁ ରୁଚେନି । ଭାରତୀୟ ବ୍ୟଞ୍ଜନରେ ମସଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ମସଲାଗୁଡିକ କେବଳ ଖାଦ୍ୟର ସ୍ୱାଦ ବଢ଼ାନ୍ତି ତାହା ନୁହେଁ, ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଉପାଦେୟ । ଭାରତୀୟ ବ୍ୟଞ୍ଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମସଲାକୁ ନେଇ ପ୍ରସ୍ତୁତ ଆମର ଇ ପୁସ୍ତକ 'ଭାରତୀୟ ମସଲାର କାହାଣୀ'