ଓଡିଆ ପର୍ବପର୍ବାଣି

ଓଡ଼ିଆ ଜାତି ତାର ସଂସ୍କୃତି ଆଉ ଚଳଣିର ନିଆରାପଣକୁ ନେଇ ବେଶ ଚର୍ଚ୍ଚିତ । ଏଠି ବାର ମାସରେ ତେର ପର୍ବ । ଓଡ଼ିଆ ଚଳଣିରେ ଥିବା ଓଷା, ବ୍ରତ, ପୂଜାବିଧି, ଯାନିଯାତ୍ରାକୁ ନେଇ ପ୍ରସ୍ତୁତ ଆମ ଇ ପୁସ୍ତକ - 'ଓଡ଼ିଆ ପର୍ବପର୍ବାଣି' ।
ପ୍ରକାଶକ: ଓଡ଼ିଶା୩୬୦
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00

ଓଡ଼ିଆ ଜାତି ତାର ସଂସ୍କୃତି ଆଉ ଚଳଣିର ନିଆରାପଣକୁ ନେଇ ବେଶ ଚର୍ଚ୍ଚିତ । ଏଠି ବାର ମାସରେ ତେର ପର୍ବ । ଏକ ସମୃଦ୍ଧ ପରମ୍ପରାକୁ ନେଇ ଓଡ଼ିଆ ତାର ସ୍ୱତନ୍ତ୍ରତା ବଜାୟ ରଖିଛି । ଓଡ଼ିଆ ଚଳଣିରେ ଥିବା ଓଷା, ବ୍ରତ, ପୂଜାବିଧି, ଯାନିଯାତ୍ରାକୁ ନେଇ ପ୍ରସ୍ତୁତ ଆମ ଇ ପୁସ୍ତକ ଓଡ଼ିଆ ପର୍ବପର୍ବାଣି

ତ୍ରୁଟି ରିପୋର୍ଟ କରନ୍ତୁ