ଆମ ରାନ୍ଧଣା

ଖାଇବା ଆଉ ଖୁଆଇବାରେ ଆମ ଓଡ଼ିଆମାନଙ୍କର ଭାରି ସଉକ । ଓଡ଼ିଆଙ୍କ ଖାଦ୍ୟ କେବଳ ସୁଆଦିଆ ନୁହେଁ, ଏହାର ବାସ୍ନା ବି ନିଆରା । ଏଥିରେ ସ୍ୱାଦ ସହ ରହିଥାଏ ଆମ ସମ୍ପର୍କର ଭାବପ୍ରବଣତା । ଏମିତି କିଛି ଦେଶୀ ଓଡ଼ିଆ ବ୍ୟଞ୍ଜନକୁ ନେଇ ପ୍ରସ୍ତୁତ ଆମର ଇ ପୁସ୍ତକ 'ଆମ ରାନ୍ଧଣା' ।
ପ୍ରକାଶକ: ଓଡ଼ିଶା୩୬୦
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00

ଖାଇବା ଆଉ ଖୁଆଇବାରେ ଆମ ଓଡ଼ିଆମାନଙ୍କର ଭାରି ସଉକ । କେବଳ ଓଡ଼ିଆବାସୀ ନୁହନ୍ତି, ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ବେଶ ଖାଦ୍ୟ ରସିକ । ସେଥିପାଇଁ ସେ ନିତି ନିତି ଷାଠିଏ ପଉଟି ଖାଇଥାନ୍ତି । ଓଡ଼ିଆ ଘରଣୀର ହାତତିଆରି ସବୁ ବ୍ୟଞ୍ଜନରେ ଭରିରହିଥାଏ ଏକ ଅଲଗାପ୍ରକାରର ସ୍ୱାଦ । ଓଡ଼ିଆଙ୍କ ଖାଦ୍ୟ କେବଳ ସୁଆଦିଆ ନୁହେଁ, ଏହାର ବାସ୍ନା ବି ନିଆରା । ଏଥିରେ ସ୍ୱାଦ ସହ ରହିଥାଏ ଆମ ସମ୍ପର୍କର ଭାବପ୍ରବଣତା । ଏମିତି କିଛି ଦେଶୀ ଓଡ଼ିଆ ବ୍ୟଞ୍ଜନକୁ ନେଇ ପ୍ରସ୍ତୁତ ଆମର ଇ ପୁସ୍ତକ 'ଆମ ରାନ୍ଧଣା' ।

ତ୍ରୁଟି ରିପୋର୍ଟ କରନ୍ତୁ