ବିଶେଷ ଜାତୀୟ ଦିବସ

ଜାତୀୟ ତଥା ରାଜ୍ଯସ୍ତରରେ ପାଳିତ ହେଉଥିବା ପ୍ରାୟ ସମସ୍ତ ଦିବସକୁ ନେଇ ପ୍ରସ୍ତୁତ ବିଶେଷ ଜାତୀୟ ଦିବସ ପୁସ୍ତକ |
ପ୍ରକାଶକ: ଓଡ଼ିଶା୩୬୦
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00

ଆଜିର ଦିନ କାଲିକୁ ନାହିଁ, ଦିନ ପରେ ଦିନ ବିତି ଯାଇ କ୍ଯାଲେଣ୍ତରର ପୃଷ୍ଠା ସରିଯାଏ । ପୁଣି ଏକ ନୂଆ ଦିନ ବା ଦିବସ ଆସେ । ସେଥିପାଇଁ ପ୍ରତ୍ଯେକ ଦିନ ବା ଦିବସ ଆମ ପାଇଁ ବେଶ୍ ମହତ୍ତ୍ବପୂର୍ଣ୍ଣ । ଦିନ ବା ଦିବସର ମହତ୍ତ୍ଵକୁ ଗୁରୁତ୍ୱ ଦେବା ପାଇଁ ଆମେ ବିଶେଷ ଦିବସ ପାଳନ କରୁ । ଏହି ବିଶେଷ ଦିବସ ପାଳନ ପଛରେ ରହିଥାଏ ସଚେତନତାର ବାର୍ତ୍ତା, ଜନଜାଗରଣର ଉଦ୍ଦେଶ୍ଯ । ଜାତୀୟ ତଥା ରାଜ୍ଯସ୍ତରରେ ପାଳିତ ହେଉଥିବା ପ୍ରାୟ ସମସ୍ତ ଦିବସକୁ ନେଇ ପ୍ରସ୍ତୁତ ବିଶେଷ ଜାତୀୟ ଦିବସ ପୁସ୍ତକ |

ତ୍ରୁଟି ରିପୋର୍ଟ କରନ୍ତୁ