
ବିଶେଷ ଅନ୍ତର୍ଜାତୀୟ ଦିବସ
ଅନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଥିବା ପ୍ରାୟ ସମସ୍ତ ଦିବସକୁ ନେଇ ପ୍ରସ୍ତୁତ ବିଶେଷ ଅନ୍ତର୍ଜାତୀୟ ଦିବସ |
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00
ଦିବସର ମହତ୍ତ୍ଵ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବ୍ୟବସ୍ଥା ହେଉ ଅଥବା ଦିନର ମହତ୍ତ୍ଵକୁ ଗୁରୁତ୍ୱ ଦେବା ପାଇଁ ଆମେ ବିଶେଷ ଦିବସ ପାଳନ କରୁ । ଏହି ବିଶେଷ ଦିବସ ପାଳନ ପଛରେ ରହିଥାଏ ସଚେତନତାର ବାର୍ତ୍ତା । ଅନ୍ତର୍ଜାତୀୟ ବା ବୈଶ୍ବିକସ୍ତରରେ ପାଳିତ ହେଉଥିବା ପ୍ରାୟ ସମସ୍ତ ଦିବସକୁ ନେଇ ପ୍ରସ୍ତୁତ ବିଶେଷ ଅନ୍ତର୍ଜାତୀୟ ଦିବସ |