କ୍ଲାସିକ୍ ଓଡିଆ ସିନେମା

ଓଡ଼ିଆ ସଂସ୍କୃତି, ଚାଲିଚଳଣି, ପରମ୍ପରା ଆଉ ଭାବାବେଗକୁ ନେଇ ପ୍ରସ୍ତୁତ ହୋଇଥିବା ଓଡ଼ିଆ ସିନେମାଗୁଡିକ ଆମ ସିନେ - ପରମ୍ପରାରେ ଏକ କ୍ଲାସିକ ସିନେମାର ଯୁଗ ସୃଷ୍ଟି କରିଛି ।
ପ୍ରକାଶକ: ଓଡ଼ିଶା୩୬୦
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00

ଓଡ଼ିଆ ସିନେମାର ଇତିହାସ ସର୍ବଦା ସ୍ୱର୍ଣ୍ଣିମ । ଓଡ଼ିଆ ସଂସ୍କୃତି, ଚାଲିଚଳଣି, ପରମ୍ପରା ଆଉ ଭାବାବେଗକୁ ନେଇ ପ୍ରସ୍ତୁତ ହୋଇଥିବା ଓଡ଼ିଆ ସିନେମାଗୁଡିକ ଆମ ସିନେ - ପରମ୍ପରାରେ ଏକ କ୍ଲାସିକ ସିନେମାର ଯୁଗ ସୃଷ୍ଟି କରିଛି । କାହାଣୀ ଆଉ ସମାଜକୁ ନେଇ ଆମ ଓଡ଼ିଆ ସିନେମାଗୁଡିକ ସର୍ବଦା ପ୍ରବହମାନ । ସେହିପରି କିଛି କ୍ଲାସିକ ସିନେମାଗୁଡିକୁ ନେଇ କ୍ଲାସିକ ଓଡ଼ିଆ ସିନେମା ଇ ପୁସ୍ତକଟି ପ୍ରସ୍ତୁତ । ଏଥିରେ ରହିଛି ଲୋକପ୍ରିୟ ପୁରୁଣା ଓଡ଼ିଆ ସିନେମା ସମ୍ପର୍କିତ ତଥ୍ୟ ।

ତ୍ରୁଟି ରିପୋର୍ଟ କରନ୍ତୁ