ଶ୍ରୀଜଗନ୍ନାଥ ଓ ପରମ୍ପରା

ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ହେଉଛି ଆମ ଓଡ଼ିଆ ଜାତିର ଏକ ଭିନ୍ନ ପରିଚୟ । ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣି ଆଉ ପରମ୍ପରାକୁ ନେଇ ପ୍ରସ୍ତୁତ ଆମର ଇ ପୁସ୍ତକ ଶ୍ରୀଜଗନ୍ନାଥ ଓ ପରମ୍ପରା |
ପ୍ରକାଶକ: ଓଡ଼ିଶା୩୬୦
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00

ଶ୍ରୀଜଗନ୍ନାଥ - ବ୍ରହ୍ମାଣ୍ଡ ଠାକୁର । ଓଡ଼ିଆଙ୍କ ଚଳନ୍ତି ଦେବତା । ଲୀଳାମୟଙ୍କ ଲୀଳା ସତରେ ଅବର୍ଣ୍ଣନୀୟ । ତାଙ୍କର ଆବିର୍ଭାବ ରହସ୍ୟମୟ ଓ ଲୀଳା ଅଭେଦ୍ୟ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ହେଉଛି ଆମ ଓଡ଼ିଆ ଜାତିର ଏକ ଭିନ୍ନ ପରିଚୟ । ଶ୍ରୀଜଗନ୍ନାଥଙ୍କ ଯାତ୍ରା ଓ ବିଭିନ୍ନ ପର୍ବପର୍ବାଣିକୁ ନେଇ ଏହି ପୁସ୍ତକଟି ସମୃଦ୍ଧ । ଏଥିରେ ଶ୍ରୀଜଗନ୍ନାଥଙ୍କର ସ୍ନାନ ଯାତ୍ରାଠାରୁ ଆରମ୍ଭ କରି ଘୋଷ ଯାତ୍ରାର ଅନ୍ତିମ ପର୍ବ ଯାଏଁ ପ୍ରାୟ ସମସ୍ତ ପର୍ବକୁ ସ୍ଥାନିତ କରାଯାଇଛି ।

ତ୍ରୁଟି ରିପୋର୍ଟ କରନ୍ତୁ