ସୃଷ୍ଟି ଓ ସର୍ଜନାର ପର୍ବ - ରଜ

ରଜ ପର୍ବ ଏକ ବିଶେଷ ପର୍ବ । ଏହି ପର୍ବଟି ଜ୍ୟେଷ୍ଠର ଶେଷ ଓ ଆଷାଢ଼ରେ ଆରମ୍ଭରେ ପଡିଥାଏ । ରଜ ପର୍ବ ସୃଷ୍ଟି ଓ ସର୍ଜନାର ସଂକେତ ବହନ କରିଥାଏ ।


ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜଲୋ.... ଘେନି ନୂଆ ସଜବାଜ । ଆମ ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ । ଏଠାରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣି ଓଡ଼ିଆ ଅସ୍ମିତାର ଏକ ପ୍ରକୃଷ୍ଟ ଉଦାହରଣ । ଏହି ଭୌଗୋଳିକ ଭୂଖଣ୍ଡରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ସହିତ ମଣିଷର ଜୀବନଧାରା ଗତି କରିଥାଏ । ବାଲ୍ୟକାଳରୁ ଆରମ୍ଭ କରି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ

"ସୃଷ୍ଟି ଓ ସର୍ଜନାର ପର୍ବ - ରଜ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ