ଜିକା ଭାଇରସ କ'ଣ, ଜାଣନ୍ତୁ ଏହାର ଲକ୍ଷଣ ସମ୍ପର୍କରେ

ଜିକା ଭାଇରସ ମୁଖ୍ୟତ ଉଷ୍ମ ମଣ୍ଡଳୀୟ ଓ ଉପ-ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ଦେଖାଯାଉଥିବା ଏଡିସ୍ ପ୍ରଜାତିର ମଶା କାମୁଡିବା ଦ୍ୱାରା ହୋଇଥାଏ ।


ସମ୍ପ୍ରତି ଭାରତ ସମେତ ବିଶ୍ୱରେ ମହାମାରୀ କରୋନା ମଧ୍ୟରେ ପୁଣି ଆଉ ଏକ ଭାଇରସ ମୁଣ୍ଡ ଟେକି ଚିନ୍ତା ଆହୁରି ବଢ଼ାଇଦେଇଛି । ଏବେ ଏହି ଭୂତାଣୁ ଆମ ଦେଶରେ ଆଉ ଏକ ଗୁରୁତର ସମସ୍ୟା ରୂପେ ଉଭା ହୋଇଛି । ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁତାବକ ଏହି ଭୂତାଣୁ ହେଉଛି ଜିକା ଭାଇରସ । ଏଡିସ୍ ମଶା କାମୁଡିବା ଦ୍ୱାରା ଏହି ଭାଇରସ ବ୍ୟାପିଥାଏ । ### ଜିକା ଭାଇରସ

"ଜିକା ଭାଇରସ କ'ଣ, ଜାଣନ୍ତୁ ଏହାର ଲକ୍ଷଣ ସମ୍ପର୍କରେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ