1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'

ଅମୂଲ୍ୟ କୁମାରୀ ପଟ୍ଟନାୟକଙ୍କ ଉପନ୍ୟାସ ‘ଧରିତ୍ରୀ’ ଆଧାରରେ ନିର୍ମିତ ସିନେମା ୧୯୭୩ରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନିତ୍ୟାନନ୍ଦ ପାଲିତ । ସେହିପରି ଧୀର ବିଶ୍ୱାଳଙ୍କ କାନ୍ଧରେ ପ୍ରଯୋଜନା ଭାର ରହିଥିଲା । ଗୋପାଳ ଛୋଟରାୟଙ୍କ ଚିତ୍ରନାଟ୍ୟର ଏହି ସିନେମାରେ ଶ୍ରୀରାମ ପଣ୍ଡା, ଧୀର ବିଶ୍ଵାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ସନ୍ଧ୍ୟା, ଭାନୁମତୀ ଦେବୀ, ଭୀମ ସିଂ, ଗୋବିନ୍ଦ ତେଜ, ଚନ୍ଦନା, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ଦୀନବନ୍ଧୁ ଦାସ, ବାବାଜୀ ସାହୁ, ନରେନ୍ଦ୍ର ବେହେରା, ଅନୀମା, ଅଳ୍ପନା, ଅରୁଣ, ଚାନ୍ଦମଣୀ, ବିମଳା ଚୌଧୁରୀ, ମାୟାଧର ଓ ତାପସ ପ୍ରମୁଖ ଅଭିନୟ କରିଥିଲେ । ଉପେନ୍ଦ୍ର କୁମାରଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଏଇ ସିନେମାର ଗୀତ ରଚନା କରିଥିଲେ ଶିବବ୍ରତ ଦାସ, ଭକ୍ତ କବି ବନମାଳୀ ଦାସ, ନାରାୟଣ ପ୍ରସାଦ ସିଂହ, ନନ୍ଦକିଶୋର ସିଂହ, ବୃନ୍ଦାବନ ସେନା । ସେହିପରି ଏଇ ସିନେମାରେ ଚିତ୍ତ ଜେନା, ଶ୍ୟାମଳ ମିତ୍ର, ନିର୍ମଳ ମିଶ୍ର, ସିପ୍ରା ବୋଷ ପ୍ରମୁଖ ଗୀତ ଗାଇଥିଲେ । ସିନେମାରେ ଗୀତଗୁଡିକ ବେଶ୍ ଶ୍ରୁତିମଧୁର । ସିନେମାରେ ଥିବା ‘ସପନର ପଥେ ପଥେ….’ ଗୀତଟି ଆଜି ବି ଲୋକପ୍ରିୟ କ୍ଲାସିକ ଗୀତ ଭାବେ ପରିଚିତ । ସିକନ୍ଦର ଆଲମ ଏଇ ଗୀତରେ କଣ୍ଠଦାନ କରିଥିଲେ । ଏହି ସିନେମାରେ ଏକ ଦେଶାତ୍ମବୋଧକ ଗୀତ ରହିଥିଲା । ଶ୍ୟାମଳ ମିତ୍ରଙ୍କ କଣ୍ଠରେ ସଜ୍ଜିତ ଏଇ ଗୀତଟି

"ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |