ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ: ନୟାଗଡ଼

ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ ନୟାଗଡ ଜିଲ୍ଲାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବହୁ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ।


ଫଟାେ - ଶ୍ରୀଲଡୁକେଶ୍ୱର ମହାଦେବ
୧୯୫୫ ମସିହାରେ ଅବିଭକ୍ତ ପୁରୀ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା ନୟାଗଡ଼ । ତେବେ ଇତିହାସକୁ ଅଵଲୋକନ କଲେ ଜଣାଯାଏ - ଏହି ଜିଲ୍ଲା ବାଘେଲା ସାମ୍ରାଜ୍ୟର ରାଜା ସୂର୍ଯ୍ୟମଣୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ମଧ୍ୟପ୍ରଦେଶର ରେଓ୍ୱାରୁ ପୁରୀକୁ ତୀର୍ଥ ଭ୍ରମଣରେ ଆସିଥିବାବେଳେ ସେ ଏଠାରେ ତାଙ୍କର ଦୁର୍ଗ ନିର୍ମାଣ କରି “ବାଘମୁଣ୍ଡ” କୁ ରାଜ୍ୟର ପ୍ରତୀକ ଭାବେ ଗ୍ରହଣ କରିଥିଲେ । ତେଣୁ

"ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ: ନୟାଗଡ଼" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ