
ଓଡ଼ିଶାର ଶିଳ୍ପସମୃଦ୍ଧ ଜିଲ୍ଲା ହେଉଛି ଝାରସୁଗୁଡା । ୧୯୯୪ ମସିହା ଜାନୁୟାରୀ ୧ ତାରିଖରେ ଏହା ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ଏହା ପୂର୍ବରୁ ସମ୍ବଲପୁର ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା । ଏହି ଜିଲ୍ଲାର ଉତ୍ତରରେ ସୁନ୍ଦରଗଡ଼, ପୂର୍ବରେ ସମ୍ବଲପୁର ଜିଲ୍ଲା ଦକ୍ଷିଣରେ ବରଗଡ଼ ଜିଲ୍ଲା ଓ ପଶ୍ଚିମରେ ଛତିଶଗଡ଼ ରାଜ୍ୟ ରହିଛି । ସୀମାନ୍ତବର୍ତ୍ତୀ ଝାରସୁଗୁଡା ଜିଲ୍ଲା ହେଉଛି ସାମାଜିକ, ସାଂସ୍କୃତିକ, ଐତିହାସିକ ପରିବେଶର
"ଶିଳ୍ପସମୃଦ୍ଧ ଝାରସୁଗୁଡା ଜିଲ୍ଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |