ଭର୍ଚୁଆଲ୍ ଲେଖା ପ୍ରତିଯୋଗିତା

ବାଟାେଇ ହବ୍ ଦ୍ବାରା ଆୟୋଜିତ ଭର୍ଚୁଆଲ୍ ଲେଖା ପ୍ରତିଯୋଗିତା ଏବଂ ଏହାର ନିର୍ଦ୍ଦେଶାବଳୀ ସମ୍ପର୍କରେ ଜାଣନ୍ତୁ ।


ସାରସ୍ବତ ଶୁଭେଚ୍ଛା ଓ ଶୁଭକାମନା । ଓଡ଼ିଆ ଭାଷାର ପ୍ରଚାର ତଥା ଡିଜିଟାଲ୍ ସାହିତ୍ଯକୁ ସୁଦୃଢ କରିବାର ଲକ୍ଷ୍ଯ ନେଇ ବାଟୋଇ ହବ୍ ଓଡ଼ିଆ ଭାଷାରେ ଏକ ଭର୍ଚୁଆଲ୍ ଲେଖା ପ୍ରତିଯୋଗିତାର ଆୟୋଜନ କରୁଛି । **ଶୈଶବ** ଥିମ୍ (ବିଷୟବସ୍ତୁ)କୁ ନେଇ ଆୟୋଜିତ ଏଇ ଭର୍ଚୁଆଲ୍ ଲେଖା ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ଆମେ ସମସ୍ତଙ୍କୁ ଆହ୍ବାନ କରୁଛୁ । ଏହି ପ୍ରତିଯୋଗିତା ଜରିଆରେ ନିଜ ପିଲାଦିନର ଅନୁଭବ, ସ୍ମୃତି

"ଭର୍ଚୁଆଲ୍ ଲେଖା ପ୍ରତିଯୋଗିତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ