
ଅଧୁନା ଭାରତରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଉଛି କାରଣ ଗ୍ରାହକମାନେ ମହାମାରୀ ପରବର୍ତ୍ତୀ ସମୟରେ ଡିଜିଟାଲ୍ ପେମେଣ୍ଟକୁ ପସନ୍ଦ କରିଛନ୍ତି । ଲୋକମାନେ ଡିଜିଟାଲ୍ ପେମେଣ୍ଟର ସୁବିଧାକୁ ଠିକ ରୂପେ ବୁଝିଥିବାବେଳେ ଏହି ଦେୟ ପଦ୍ଧତି ସହିତ ଭଲଭାବରେ ପରିଚିତ ହୋଇଥିବାରୁ ଏହି ଧାରା ଆଗକୁ ଆହୁରି ଅଧିକ ବଢିବା ନେଇ ଆଶା କରାଯାଉଛି । ଆହୁରି ମଧ୍ୟ, ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇ (UPI) ସିଷ୍ଟମର ଆବିର୍ଭାବ ଫଳରେ
"ଭାରତର ଲାେକପ୍ରିୟ ଦଶଟି ଡିଜିଟାଲ୍ ପେମେଣ୍ଟ କମ୍ପାନୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |