ଚାପରୁ ମୁକ୍ତି ପାଇଁ କିଛି ସରଳ ଧ୍ୟାନ ବା ମେଡ଼ିଟେସନ ଏବଂ ଆରାମଦାୟକ କୌଶଳ

ଏହି ପ୍ରବନ୍ଧରେ, ଆମେ ଚାପରୁ ମୁକ୍ତି ପାଇଁ କିଛି ମୌଳିକ ଧ୍ୟାନ ବା ମେଡ଼ିଟେସନର ଏବଂ ଆରାମଦାୟକ କୌଶଳ ତାଲିକାଭୁକ୍ତ କରିଛୁ ।


ପୁନର୍ବାର ମହାମାରୀ ବୃଦ୍ଧି ପାଉଥିବାରୁ ଆମ ମଧ୍ୟରୁ ଅଧିକାଂଶ ଚାକିରି, ଶିକ୍ଷା, ଆର୍ଥିକ ସ୍ଥିରତା ଏବଂ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତାଶୀଳ ହୋଇପଡିଛନ୍ତି । ଯେତେବେଳେ ମହାମାରୀ ଆସେ ସେତେବେଳେ ଚିନ୍ତିତ ହେବା ଯୁକ୍ତିଯୁକ୍ତ, କିନ୍ତୁ ଅତ୍ୟଧିକ ଚାପ ଆମକୁ ଏପରି ସମୟରେ ଅଧିକ ଅସୁରକ୍ଷିତ କରିପାରେ । ତେଣୁ, ଯଦି ଆପଣ ନକରାତ୍ମକ ଚିନ୍ତା ଦୂର କରି ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଚାହୁଁଛନ୍ତି, ତେବେ ଏଥିପାଇଁ ଧ୍ୟାନ

"ଚାପରୁ ମୁକ୍ତି ପାଇଁ କିଛି ସରଳ ଧ୍ୟାନ ବା ମେଡ଼ିଟେସନ ଏବଂ ଆରାମଦାୟକ କୌଶଳ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ