ଓଡ଼ିଶାର ପ୍ରମୁଖ ଶୈବପୀଠ

ଶିବଙ୍କ ଲାଗି ବିଭିନ୍ନ ଓଷା, ବ୍ରତ ଥିଲେ ବି ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଏହା ପାଳନ କରାଯାଏ । ମହାଶିବରାତ୍ରି ଅବସରରେ ଓଡ଼ିଶାର କେତେକ ପ୍ରମୁଖ ଶୈବପୀଠକୁ ନେଇ ଏହି ଆଲେଖ୍ଯ ।


ବାରମାସରେ ତେର ପର୍ବ ହେଉଛି ଉତ୍କଳୀୟ ପରମ୍ପରା । ଏଠାରେ ଧର୍ମ ତଥା ଓଷା, ବ୍ରତ ଆଦିର ଏକ ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳିଥାଏ । ମହାଶିବରାତ୍ରି ବା ଜାଗର ହେଉଛି ଏକ ପ୍ରମୁଖ ପର୍ବ । ଭୋଳାବାବାଙ୍କ ଉଦ୍ଦେଶ୍ୟରେ ଏହି ପର୍ବକୁ ଭାରତବର୍ଷରେ ମହା ଆଡମ୍ୱରରେ ପାଳନ କରାଯାଏ । ଓଡ଼ିଶାରେ ମଧ୍ୟ ଶିବ ପୂଜାର ପରମ୍ପରା ବେଶ ପ୍ରାଚୀନ । ଉତ୍କଳ ଶୈବ, ଶାକ୍ତ, ବୈଷ୍ଣବ,

"ଓଡ଼ିଶାର ପ୍ରମୁଖ ଶୈବପୀଠ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ