ଭକ୍ତ ଓ ଭଗବାନଙ୍କର ଯାତ୍ରା : ରଥଯାତ୍ରା

ଘୋଷଯାତ୍ରା ସାଧାରଣ ଯାତ୍ରା ନୁହେଁ । ଏହି ନବଦିନଯାତ୍ରା ହେଉଛି ଭକ୍ତ ଓ ଭଗବାନଙ୍କର ଯାତ୍ରା | ସେଥିପାଇଁ ତ କୁହାଯାଏ - “ରଥେ ତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ।”


ରଥ ଉପରେ ସେ କଳା ବାମନକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସେ ତାହା ଜଣା ନାହିଁ | ଦରିଆ କୂଳରେ ବସି ଦରିଆ ପାରିରୁ ଡାକି ଆଣେ ସେ | ତାକୁ ଥରୁଟେ ଦେଖିବା ପାଇଁ ଭକ୍ତଟିଏ କେତେ ଯେ ଆତୁର ନିଜ ନେତ୍ରେ ନ ଦେଖିଲେ ବିଶ୍ୱାସ କରି ହୁଏ ନାହିଁ | କେବଳ ଭକ୍ତଟିଏ ବ୍ୟାକୁଳ ହୋଇଉଠେ ତାହା ନୁହେଁ ଭକ୍ତଗ୍ରାହୀ

"ଭକ୍ତ ଓ ଭଗବାନଙ୍କର ଯାତ୍ରା : ରଥଯାତ୍ରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ