1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
ଉତ୍କଳୀୟ ସଂସ୍କୃତି ଅନନ୍ୟ । ଏହାର ପରମ୍ପରା ଓ ଧର୍ମଧାରା ଭିନ୍ନ । ବାର ମାସରେ ଏଠି ତେର ପର୍ବ । ଖାଇବା ଆଉ ଖୁଆଇବା ଆମର ପରମ୍ପରା । ଏଠି ଆମ ଆରାଧ୍ୟ ଭୋଜନପ୍ରିୟ । ସେଥିପାଇଁ ଓଡ଼ିଶାବାସୀମାନେ ବି ଖୁବ ଭୋଜନପ୍ରିୟ । ଛପନ ପ୍ରକାର ବ୍ୟଞ୍ଜନ ତାଙ୍କ ପାଖେ ନିତି ଭୋଗ ହୁଏ । ଓଡ଼ିଶାର ଖାଦ୍ୟରେ ଭରି ରହିଥାଏ ଗୋଟେ ଅଲଗା ପ୍ରକାରର ଭାବପ୍ରବଣତା । ଭାତ ଆମର ମୁଖ୍ୟ ଖାଦ୍ୟ ହୋଇଥଲେ ବି ଓଡ଼ିଆଙ୍କ ଖାଦ୍ୟରେ ରହିଥାଏ ଭିନ୍ନ ଭିନ୍ନ ସ୍ୱାଦ। ଖଟା, ମିଠା, ରାଗ, ଲୁଣି ସବୁ ସ୍ୱାଦ ଓଡ଼ିଆଙ୍କ ପାଖେ ରହିଥାଏ । ଓଡ଼ିଆଙ୍କ ହାଣ୍ଡିଶାଳରେ ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି ବେଶ ନିଆରା । ଯଦିଓ ଏବେ ବିଦେଶୀ ଖାଦ୍ୟର ଆସର ବଢିଛି କିନ୍ତୁ ଆମ ଦେଶୀ ଖାଦ୍ୟ ଏବେ ବି ତା ସ୍ଥାନ ବଜାୟ ରଖିଛି ।
ପିଠା ଆମର ଆଉ ଏକ ପରମ୍ପରା । ପ୍ରତ୍ୟେକ ଓଷା, ବ୍ରତରେ ଆମର ଭିନ୍ନ ଭିନ୍ନ ପିଠା ତିଆରି ହୁଏ । ଏଣ୍ଡୁରି, ଚକୁଳି, ମଣ୍ଡା, ଆରିସା ପରି ବହୁ ରକମର ପିଠା ତିଆରି ହୁଏ । ଓଡିଆ ଘରେ ପ୍ରାୟ ସବୁସମୟରେ ପିଠା ତିଆରି ହୋଇଥାଏ । ଓଡିଆ ଘରର ସମସ୍ତ ପିଠାର ସ୍ବାଦ ବେଶ୍ ନିଆରା । ଆସନ୍ତୁ ଜାଣିବା କିଛି ଓଡ଼ିଆ ପିଠା ସମ୍ପର୍କରେ ।
"ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |