1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ସିନେମା ହେଉଛି ସମାଜର ପ୍ରତିଫଳନ । ସମାଜରେ ଯାହା ଘଟିଥାଏ, ତାହାକୁ ସିନେମାରେ ଦେଖାଯାଇଥାଏ । ରାଜନୀତି, ଦେଶପ୍ରେମ, ସାମାଜିକ ମୂଲ୍ୟବୋଧ, ସଂଘର୍ଷକୁ ନେଇ ଅନେକ ଭାରତୀୟ ସିନେମା ତିଆରି ହୋଇ ସଫଳ ହୋଇଛି । ଫିରଙ୍ଗୀ କବଳରୁ ମାଟି ମା’କୁ ଉଦ୍ଧାର କରିବାଠାରୁ ଆରମ୍ଭ କରି ଦେଶରେ ଚାଲିଥିବା ସମସ୍ତ ଘଟଣାବଳୀ, ସାମାଜିକ ବିଷୟବସ୍ତୁ ଓ ରାଜନୀତି ଫିଲ୍ମର କାହାଣୀ ପାଲଟିଛି । ଏଇ ସବୁ କାହାଣୀ କେତେବେଳେ ଆମ ଗୌରବମୟ ଇତିହାସର ସ୍ମୃତିଚାରଣ କରାଇଥାଏ ତ କେତେବେଳେ ରାଜନୀତିର ନଗ୍ନ ରୂପକୁ ଦେଖେଇଥାଏ । ଦେଶଭକ୍ତି ଓ ରାଜନୀତିକୁ ନେଇ ଆମର ଅନେକ ସିନେମା ତିଆରି ହୋଇଛି । ଓଡ଼ିଆ ସିନେମା ମଧ୍ୟ ଏଥିରୁ ବାଦ ପଡିନାହିଁ । ଜମିଦାରୀ ପ୍ରଥା, ଜାତିଭେଦ, ଧନୀ ଗରିବ ପରି ବହୁ ପ୍ରସଙ୍ଗକୁ ନେଇ ଅନେକ ଗୁଡିଏ କାଳଜୟୀ ସିନେମା ତିଆରି ହୋଇଛି । ଦେଶପ୍ରେମର ରଙ୍ଗରେ ଆମ ଚଳଚ୍ଚିତ୍ର ଜଗତ ସବୁବେଳେ ଉଲ୍ଲସିତ, ମାତ୍ର ଆମ ଓଡ଼ିଆ ସିନେମାରେ ସଂପୂର୍ଣ୍ଣ ଦେଶାତ୍ମବୋଧକ ସିନେମାଟି ହୋଇପାରି ନାହିଁ । ଯଦିଓ ମାଟି ମା, ସଂଘର୍ଷର କାହାଣୀ ରହି ଅନେକଗୁଡିଏ ଫିଲ୍ମ ହୋଇଛି, ତେବେ ଆମ ମାଟିର ମହାନାୟକମାନଙ୍କୁ ନେଇ ଗୋଟିଏ ବି ଫିଲ୍ମ ଆସିନାହିଁ । ଓଡ଼ିଆ ବୀରଙ୍କ ବୀରତ୍ୱଙ୍କ କାହାଣୀକୁ ନେଇ କେହି କେହି ପ୍ରାମାଣିକ ଚଳଚ୍ଚିତ୍ର ଭାବେ ଦେଖାଇଛନ୍ତି ସତ କିନ୍ତ ବଡ ପରଦାରେ ଆମ ଓଡ଼ିଆ ଲଢୁଆ ବୀରଙ୍କ କାହାଣୀ

"ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |