1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ତଥା ବିଭିନ୍ନ କର୍ମକାଣ୍ଡରେ ପଞ୍ଚାମୃତ ଅତ୍ୟନ୍ତ ଜରୁରୀ । ଭଗବାନଙ୍କୁ ଚଢ଼ାଯାଉଥିବା ନୈବେଦ୍ୟ ହେଉ ଅଥବା ପୂଜାରେ, ପଞ୍ଚାମୃତ ମୁଖ୍ୟ । ପାଞ୍ଚଟି ଅମୃତରୁ ଯାହା ପ୍ରସ୍ତୁତ ତାହା ପଞ୍ଚାମୃତ । ପାଞ୍ଚଟି ଜିନିଷର ସମାହାରରେ ପ୍ରସ୍ତୁତ ଅମୃତ ସମ ଦ୍ରବ୍ୟଟିଏ ହେଉଛି ପଞ୍ଚାମୃତ । ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚାମୃତ ତିଆରି ହୁଏ । ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଶାସ୍ତ୍ର ମାନ୍ୟତା ଅନୁଯାୟୀ, ପଞ୍ଚାମୃତକୁ ଶ୍ରଦ୍ଧାପୂର୍ବକ ପାନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାରର ସୁଖଶାନ୍ତି ପ୍ରାପ୍ତି ହୋଇଥାଏ । ଏହା ବାଦ ପଞ୍ଚାମୃତ ଉତ୍ତମ ସ୍ୱାସ୍ଥ୍ୟ ସହ ମଧ୍ୟ ଜଡ଼ିତ ।
ପଞ୍ଚାମୃତରେ ଉପଯୋଗ ହେଉଥିବା ପାଞ୍ଚଟି ଉପାଦାନର ପ୍ରତୀକାତ୍ମକ ଅର୍ଥ ରହିଛି, ଆସନ୍ତୁ ଜାଣିବା ସେଗୁଡିକ କଣ - ଏଥିରେ ବ୍ୟବହୃତ ହେଉଥିବା ଗୋଦୁଗ୍ଧ ବା ଦେଶୀ କ୍ଷୀର ହେଉଛି ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ, ଦଧି ବା ଦହି ସମୃଦ୍ଧିର ପ୍ରତୀକ । ସେହିପରି ମହୁମାଛିଙ୍କ ଦ୍ୱାରା ପୂର୍ଣ୍ଣ ସମର୍ପଣ ଓ ସହଯୋଗରେ ପ୍ରସ୍ତୁତ ମଧୁ ବା ମହୁ ମିଷ୍ଟ ବଚନ ଓ ଏକତାର ପ୍ରତୀକ । ଏଥିରେ ବ୍ୟବହୃତ ହେଉଥିବା ଘୃତ ବା ଘିଅ
"ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |