
ଶିକ୍ଷା ଓ ସାହିତ୍ଯ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର କବୟିତ୍ରୀ ପ୍ରତିଭା ଶତପଥୀ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆଧୁନିକ ଓଡ଼ିଆ କବିତାରେ ଜଣେ ସଫଳ ସ୍ରଷ୍ଟା ଭାବରେ ପ୍ରତିଭା ଶତପଥୀଙ୍କ ପ୍ରତିଭା ଅନନ୍ୟ | ନାରୀ ଜୀବନର ବହୁ ସମ୍ବେଦନଶୀଳ ଅନୁଭବକୁ ବୈଚିତ୍ର୍ଯ ମଣ୍ଡିତ କରିବାରେ ତାଙ୍କର କଳା କୁଶଳତା ବେଶ୍ ମାର୍ମିକ । ତାଙ୍କ କବିତାର ଶବ୍ଦ ଆତ୍ମାର ଅକପଟ ଅଭିବ୍ଯକ୍ତିକୁ
"ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରତିଭାଙ୍କୁ ପଦ୍ମଶ୍ରୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |