ମୁଖ ଯତ୍ନର ଅବହେଳା ଓ ତାର କୁପ୍ରଭାବ

ଦାନ୍ତ ସମସ୍ୟା ପ୍ରଥମେ ପାଟିରେ ସଂକ୍ରମଣ ସୃଷ୍ଟି କରିଥାଏ ମାତ୍ର, ପରେ ଏହା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ । ତେଣୁ, ମୁଖର ଯତ୍ନ ନେବା ଏକାନ୍ତ ଆବଶ୍ୟକ ।


ପାଟିକୁ ସ୍ୱଚ୍ଛ ରଖିବାର ମୂଳ ଲକ୍ଷ୍ୟ ହେଉଛି ସଂପୂର୍ଣ୍ଣ ମୁଖମଣ୍ଡଳକୁ ବିଭିନ୍ନ ପ୍ରକାରର ରୋଗ କବଳରୁ ମୁକ୍ତ ରଖିବା । ଯେପରିକି - ପାଟିରୁ ଦୁର୍ଗନ୍ଧ ବାହାରିବା ବା ଦନ୍ତକ୍ଷୟ ଆଦି ସମସ୍ୟାରୁ ମୁକ୍ତ ରଖିବା । ନିୟମିତ ରୂପେ ଦାନ୍ତ ଘଷିବା ଓ ଦାନ୍ତର ମଝିଅଂଶକୁ ସଫା କରିବା ମଧ୍ୟ ଜରୁରୀ, ଏହା ଦ୍ୱାରା ଆମେ ଦନ୍ତ ରୋଗରୁ ମୁକ୍ତି ପାଇପାରିବା । ମୁଖ ଗହ୍ୱର ହେଉଛି ଆମ

"ମୁଖ ଯତ୍ନର ଅବହେଳା ଓ ତାର କୁପ୍ରଭାବ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ