କୁମ୍‌କୁମ୍‌ ମହାନ୍ତି ଓ ଅନନ୍ତ ମହାପାତ୍ରଙ୍କୁ ରାଜ୍ୟ ସଂଗୀତ ନାଟକ ଏକାଡେମୀ ଆୱାର୍ଡ

ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ୨୦୧୯ ମସିହା ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ଶ୍ରୀ ଅନନ୍ତ ମହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡ଼ିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି ।


ଫଟୋ: କୁମ୍‌କୁମ୍‌ ମହାନ୍ତି ଡଟ ୱାର୍ଡପ୍ରେସ୍ ଡଟ କମ
୨୦୧୯ ଓ ୨୦୨୦ ବର୍ଷ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ସଂଗୀତ, ନୃତ୍ୟ ଏବଂ ନାଟକ ସମେତ ବିଭିନ୍ନ ବର୍ଗରେ କାର୍ଯ୍ୟ ପାଇଁ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ କଳାକାରମାନଙ୍କୁ ପୁରସ୍କୃତ କରାଯିବ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ

"କୁମ୍‌କୁମ୍‌ ମହାନ୍ତି ଓ ଅନନ୍ତ ମହାପାତ୍ରଙ୍କୁ ରାଜ୍ୟ ସଂଗୀତ ନାଟକ ଏକାଡେମୀ ଆୱାର୍ଡ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ