1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ଓଡ଼ିଆ ପରମ୍ପରାରେ ବଡି
ବଡ଼ି ପକାଇବା ଦିନର ପୂର୍ବ ରାତିରେ ଚୋପାଛଡ଼ା ବିରି ଡାଲିକୁ ପାଣିରେ ଭିଜାନ୍ତୁ | ଡାଲିକୁ ଅତି କମରେ ବାର ଘଣ୍ଟା ପାଣିରେ ଭିଜାଇ ରଖିବା ଆବଶ୍ୟକ | ତାପରେ ଡାଲିକୁ ଏକ ଗ୍ରାଇଣ୍ଡରରେ ମୋଟାରେ ଵାଟନ୍ତୁ | ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଆପଣ ଏହାକୁ ଏକ ଶିଳରେ ବାଟି ପାରିବେ |

ବଡି ପକାଇବାର ଗୋଟିଏ ଦିନ ପୂର୍ବରୁ, ପାଣିକଖାରୁକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ଯେମିତିକି ଆପଣ ଏହାକୁ ସହଜରେ ନିଜ ହାତରେ ଧରି ପାରିବେ | କଖାରୁର ଚୋପାକୁ ବାହାର କରି, ମଞ୍ଜିକୁ ଭିତରୁ ବାହାର କରିଦିଅନ୍ତୁ |

ଏକ ସ୍ଲାଇସର ସାହାଯ୍ୟ ରେ ଆପଣ କଖାରୁ ଖଣ୍ଡଗୁଡ଼ିକୁ କୋରି ଦିଅନ୍ତୁ | ବର୍ତ୍ତମାନ ଏହି କୋରାକୁ ଏକ ସୂତା କପଡ଼ାରେ ରଖନ୍ତୁ ଏବଂ ଏକ ପୁଟୁଳିରେ ବାନ୍ଧନ୍ତୁ |

ଉପଲବ୍ଧ ଶିଳ କିମ୍ବା କିଛି ଓଜନ ଜିନିଷ କଖାରୁ କୋରା ଉପରେ ରଖି ରାତି ପାଇଁ ଛାଡିଦିଅନ୍ତୁ | କଖାରୁର ପାଣି ବାହାରିଯିବ |

ତାପରେ ବିରି ବଟାକୁ ଭଲରେ ଫେଣି ଦିଅନ୍ତୁ | ସେଥିରେ ଏକ ଚାମଚ ଜୁଆଣି ଏବଂ ଜିରା ମିଶାନ୍ତୁ, ଯାହା ଏକ ହଜମକାରୀ ଏନଜାଇମ୍ ଭାବରେ କାର୍ଯ୍ୟ କରିବ |

ତାପରେ କଖାରୁ କୋରାକୁ ବିରି ବଟାରେ ମିଶାନ୍ତୁ | ବର୍ତ୍ତମାନ ବଡି ପକାଇବା ପାଇଁ ପ୍ରସ୍ତୁତ |

ବଡି ପକାଇବା ପାଇଁ, ଆପଣଙ୍କ ସୁବିଧା ପାଇଁ ତଳେ
"ଓଡ଼ିଆ ପରମ୍ପରାରେ ବଡି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |