1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
ବିଶ୍ୱରେ ଏବେ ସବୁଠୁ ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଛି ପ୍ରଦୂଷଣ । ପ୍ରଦୂଷଣ ନିୟନ୍ତ୍ରଣ ଆଜିର ସବୁଠି ବଡ ଆହ୍ୱାନ । ସମଗ୍ର ବିଶ୍ୱ ଏବେ ଏହି ଭୟଙ୍କର ସମସ୍ୟାରେ ପ୍ରପୀଡିତ । ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚାଲିଥିବା ସତ୍ତ୍ୱେ ଏଥିରୁ ସଫଳତା ମିଳୁନାହିଁ । ତେବେ ଭାରତରେ ମଧ୍ୟ ଏହି ସ୍ଥିତି ବେଶ୍ ବିପନ୍ନ । ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ସଚେତନତା ସୃଷ୍ଟି ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଉଦ୍ୟମ ହେଉଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ଦିବସ ମଧ୍ୟ ପାଳନ କରାଯାଉଛି, ତେବେ ଆସନ୍ତୁ ଜାଣିବା ଭାରତରେ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ ପଛର କାହାଣୀ ଓ ଉଦ୍ଦେଶ୍ୟ ।
ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ଭାରତରେ ପାଳିତ ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ । ପ୍ରଦୂଷଣ ବୃଦ୍ଧି ହେତୁ ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଏ । ସମ୍ପ୍ରତି ବିଶ୍ୱରେ କରୋନା ମହାମାରୀଠାରୁ ଅଧିକ ଉଦବେଗଜନକ ସ୍ଥିତିରେ ବାୟୁ ପ୍ରଦୂଷଣ ସମସ୍ୟା ରହିଛି । ରାଜଧାନୀ ଦିଲ୍ଲୀରେ ଜାରିରହିଥିବା ସ୍ଥିତି ଏହାର ସଦ୍ୟ ଉଦାହରଣ । ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଏତେ ଘାତକ ଯେ ଦିଲ୍ଲୀ ସହରକୁ ତାଲାବନ୍ଦ କରିବାର ସ୍ଥିତି ଉପୁଜିଛି ।
ବିଶ୍ୱରେ ପ୍ରଦୂଷଣ ଏବେ ଏକ ଗମ୍ଭୀର ସମସ୍ୟାର ରୂପ ନେଇଛି
"ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |