1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ 2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର 3. ଅଗ୍ରପୂଜ୍ୟ ଶ୍ରୀଗଣେଶ 4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ 5. ସାମାଜିକ ଏକତାର ପର୍ବ: ନୂଆଖାଇ 6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା 7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ 8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ 9. ଶାରଦୀୟ ଦୁର୍ଗା ପୂଜା 10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି 11. ଅଁଳା ନବମୀ ଓ ରାଧାପାଦ ଦର୍ଶନ 12. ପଞ୍ଚୁକ ବ୍ରତ ଓ ବଡ଼ ଓଷା 13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ 14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି 15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା 16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ 17. ବକୁଳ ଅମାବାସ୍ୟା 18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା 19. ବସନ୍ତ ପଞ୍ଚମୀ 20. ଏକ ପବିତ୍ର ତିଥି - ମାଘ ସପ୍ତମୀ 21. ଶୈବଧର୍ମ ଓ ଶିବରାତ୍ରି 22. ଦୋଳ ପୂର୍ଣ୍ଣିମା 23. ରଙ୍ଗ ଓ ପ୍ରେମର ପର୍ବ: ହୋଲି 24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା 25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା 26. ରାମ ନବମୀର ମହତ୍ତ୍ବ 27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି 28. ଚଇତି ପରବ 29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା 30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା 31. ପବିତ୍ର ସାବିତ୍ରୀ ବ୍ରତ 32. ରଜ ପର୍ବକୁ ନେଇ କିଛି କଥା 33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର 34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ 35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା 36. ଦୀପାବଳି ଓ ଓଡିଶାରେ କାଳୀ ପୂଜା 37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ 38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ 39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି 40. ମାଘ ମାସ ଓ ମାଘ ପୂର୍ଣ୍ଣମୀ

ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ

ଶ୍ରାବଣ ମାସର ପଞ୍ଚମୀ ତିଥିରେ ନାଗ ଦେବତାଙ୍କୁ ପୂଜା କରାଯାଏ । ଏହି ଦିନ ନାଗଦେବତାଙ୍କର ପୂଜା କରାଯାଇଥାଏ । ଏହାକୁ ମନସା ପଞ୍ଚମୀ ମଧ୍ୟ କୁହାଯାଇଥାଏ । ଏହି ଦିନ ଅଷ୍ଟନାଗ ଅର୍ଥାତ ଆଠ ପ୍ରକାରର ନାଗଙ୍କୁ ପୂଜା କରାଯାଏ । ବାସୁକୀ, ତକ୍ଷକ, କାଳିଆ, ମଣିଭଦ୍ରକ, ଐରାବତ, ଧୃତରାଷ୍ଟ୍ର, କର୍କଟକ, ଧନଞ୍ଜୟ ଆଦି ନାଗଙ୍କୁ ପୂଜା କରାଯାଇଥାଏ । ନାଗଵଂଶରେ ‘ଶେଷନାଗ’ ହେଉଛନ୍ତି ନାଗମାନଙ୍କର ପ୍ରଥମ ରାଜା । ତାଙ୍କୁ ଅନନ୍ତ ନାମରେ ମଧ୍ୟ ଜଣାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ଏହିଦିନ ବିଧି ମୁତାବକ ନାଗ ଦେବତାଙ୍କୁ ପୂଜା କଲେ ଧନ, ଜନ, ସମ୍ମାନ, କୋପଦୃଷ୍ଟିରୁ ରକ୍ଷା ମିଳିବା ସହ କାଳସର୍ପ ଯୋଗ ଓ ନକରାତ୍ମକ ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ । ହିନ୍ଦୁ ସଂସ୍କୁତିରେ ପଶୁ-ପକ୍ଷୀ, ବୃକ୍ଷ-ବନସ୍ପତି ଆଦି ପ୍ରତ୍ୟକ୍ଷ ରୂପେ ସଂଶ୍ଲିଷ୍ଟ । ଆମର ପୂଜା-ପାର୍ବଣ ଓ ଧର୍ମଧାରାରେ ପ୍ରକୃତି ଓତପ୍ରୋତଃ ଭାବେ ଜଡିତ । ଆମ ଧର୍ମରେ ଗୋ-ପୂଜନ ପରମ୍ପରା ରହିଛି । ସେହିପରି ରାକ୍ଷୀପୂର୍ଣିମା ଓ ଅକ୍ଷିତୃତୀୟା ଦିନ ଏଠି ବଳଦ ପୂଜା କରାଯାଏ । ପୁଣି କୋକିଲା ବ୍ରତରେ କୋଇଲି ଦର୍ଶନପରେ ବ୍ରତ ଭଙ୍ଗ କରିବାର ବିଧି ରହିଛି । ସେହିପରି ବୃକ୍ଷ ପୂଜା ତ ଆମର ବହୁ ପ୍ରାଚୀନ ପରମ୍ପରା । ବେଲ, ତୁଲସୀ, ବର, ଅଶ୍ୱତ୍ଥ, ଅଁଳା ପରି ବହୁ ବୃକ୍ଷଙ୍କ ପୂଜା ରହିଛି । ଏହି

"ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |