
ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍ ମହାମାରୀ ନିଜର ପ୍ରଭୁତ୍ୱ ବିସ୍ତାର କରିଚାଲିଛି । ଆମ ଦେଶରେ ଏହାର ପ୍ରଭାବ ଅଧିକ ରହିଛି । ଦିନକୁ ଦିନ ଲକ୍ଷ ଲକ୍ଷ ଲୋକେ ଏଥିରେ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଜୀବନ ଯାଉଛି । ଦେଶରେ କୋଭିଡ୍ ସ୍ଥିତି ପାଇଁ ତାଲାବନ୍ଦ ପରିସ୍ଥିତି ଜାରି ହୋଇଛି । ଶହଶହ ଲୋକେ ନିଜର ଜୀବିକା ହରାଇଛନ୍ତି । ମହାମାରୀ ସମୟରେ ଜୀବନ, ଜୀବିକା ବେଶ୍
"କୋଭିଡ୍ ମହାମାରୀ ସମୟରେ ଜୀବନ ଓ ଜୀବିକାର ବିକଳ୍ପ: ଛତୁ ଚାଷ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |