ଶୀଘ୍ର ଓଜନ ହ୍ରାସ ପାଇଁ ଭୋଜନ ଯୋଜନା ବା ମିଲ ପ୍ଲାନିଂର କିଛି ଟିପ୍ସ

ଶୀଘ୍ର ଓଜନ ହ୍ରାସ କରିବାରେ ଆପଣଙ୍କ ପାଇଁ ଏଠାରେ କିଛି ସରଳ କିନ୍ତୁ ପ୍ରଭାବଶାଳୀ ଭୋଜନର ଯୋଜନା ବା ମିଲ ପ୍ଲାନିଂର କିଛି ଟିପ୍ସ ରହିଛି ।


ଓଜନ ହ୍ରାସ ପାଇଁ ନିଶ୍ଚିତ ରୂପରେ ଅନେକ ଗୁଡିଏ ଉପାୟ ରହିଛି । ଏହି ଉପାୟ ମଧ୍ୟରେ କେତେକ କାମ କରନ୍ତି, କେତେକ କରନ୍ତି ନାହିଁ, ଆଉ କେତେକ କାମ କରିବା ପାଇଁ ଅନ୍ୟ ଉପାୟ ଅପେକ୍ଷା ଅଧିକ ସମୟ ନିଅନ୍ତି । ସୁସ୍ଥ ଆହାର ଓ ସଠିକ ବ୍ୟାୟାମ ନିଃସନ୍ଦେହ ଭାବେ ଏକ ସ୍ୱାସ୍ଥ୍ୟକର ଉପାୟ । ତଥାପି, ବ୍ୟସ୍ତବହୁଳ ଜୀବନ ସହିତ, ଉପଯୁକ୍ତ ଭୋଜନ ବା ଆହାର

"ଶୀଘ୍ର ଓଜନ ହ୍ରାସ ପାଇଁ ଭୋଜନ ଯୋଜନା ବା ମିଲ ପ୍ଲାନିଂର କିଛି ଟିପ୍ସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ