1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ
2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର
3. ଅଗ୍ରପୂଜ୍ୟ ଶ୍ରୀଗଣେଶ
4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ
5. ସାମାଜିକ ଏକତାର ପର୍ବ: ନୂଆଖାଇ
6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା
7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ
8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ
9. ଶାରଦୀୟ ଦୁର୍ଗା ପୂଜା
10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି
11. ଅଁଳା ନବମୀ ଓ ରାଧାପାଦ ଦର୍ଶନ
12. ପଞ୍ଚୁକ ବ୍ରତ ଓ ବଡ଼ ଓଷା
13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ
17. ବକୁଳ ଅମାବାସ୍ୟା
18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା
19. ବସନ୍ତ ପଞ୍ଚମୀ
20. ଏକ ପବିତ୍ର ତିଥି - ମାଘ ସପ୍ତମୀ
21. ଶୈବଧର୍ମ ଓ ଶିବରାତ୍ରି
22. ଦୋଳ ପୂର୍ଣ୍ଣିମା
23. ରଙ୍ଗ ଓ ପ୍ରେମର ପର୍ବ: ହୋଲି
24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା
25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା
26. ରାମ ନବମୀର ମହତ୍ତ୍ବ
27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି
28. ଚଇତି ପରବ
29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା
30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା
31. ପବିତ୍ର ସାବିତ୍ରୀ ବ୍ରତ
32. ରଜ ପର୍ବକୁ ନେଇ କିଛି କଥା
33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର
34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ
35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା
36. ଦୀପାବଳି ଓ ଓଡିଶାରେ କାଳୀ ପୂଜା
37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି
40. ମାଘ ମାସ ଓ ମାଘ ପୂର୍ଣ୍ଣମୀ
ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
ହିନ୍ଦୁ ସଂସ୍କୃତିରେ ବହୁ ପ୍ରକାରର ପୂଜା, ବ୍ରତ ପାଳନ କରାଯାଏ । ଭାରତରେ ବହୁବିଧ ପୂଜା କରାଯାଇଥାଏ । ପୁଣି ଦେଶର ସବୁ ରାଜ୍ୟରେ କିଛି କିଛି ଆଂଚଳିକ ପର୍ବମାନ ରହିଥାଏ । ସେଇ ରାଜ୍ୟର ଲୋକକଥା, ସଂସ୍କୃତିର ଗରିମାକୁ ବହନ କରିଥାଏ ସେଇ ପୂଜା ସବୁ । ଆଉ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଓଡ଼ିଶାରେ ଏପରିକି କିଛି ପୂଜା ବିଧି ରହିଛି, ଯାହା ଅନ୍ୟ କେଉଁ ଅଞ୍ଚଳରେ ଦେଖାଯାଏ ନାହିଁ, ଯେମିତିକି - ଚୈତ୍ର ମଙ୍ଗଳବାରରେ ପନ୍ଥେଇ ପୂଜା, ରଜ, ସାବିତ୍ରୀ, ମାଣବସା ଓଷା ଭଳି ଆହୁରି ଅନେକ ।
ସାରା ଭାରତରେ ମାତା ଲକ୍ଷ୍ମୀଙ୍କର ପୂଜା ତ କରାଯାଏ, କିନ୍ତୁ ଓଡ଼ିଶାରେ ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କର ଏକ ବିଶେଷ ପୂଜା କରାଯାଇଥାଏ, ଯାହାକୁ ମାଣବସା ଗୁରୁବାର ବୋଲି କୁହାଯାଏ । ଓଡିଶା ବ୍ୟତୀତ ଅନ୍ୟ କେଉଁଠି ଏହି ପର୍ବ ପାଳନ ହେବାର ନଜିର ନାହିଁ ।
ସାଧାରଣତଃ ଓଡିଶା ହେଉଛି କୃଷିଭିତ୍ତିକ ରାଜ୍ୟ । ଏଠାରେ ପାଳିତ ହେଉଥିବା ସମସ୍ତ ଓଷା, ପୂଜା କୃଷି ଆଧାରିତ । ମାଣବସା ଗୁରୁବାର ଓଷା ମଧ୍ୟ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶୀର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି ।
"ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |