ମହାବିଷୁବ ଓ ଦଣ୍ଡନାଟ

ଓଡ଼ିଆ ପରମ୍ପରାରେ ରହିଥିବା ବିଭିନ୍ନ ପ୍ରକାରର ଯାତ୍ରା ମଧ୍ୟରେ ଗଂଜାମର ଦଣ୍ଡଯାତ୍ରା ବା ଦଣ୍ଡନାଚ ବେଶ ଲୋକପ୍ରିୟ । ଏହାକୁ ଦଣ୍ଡନାଟ ବାେଲି କୁହାଯାଇଥାଏ । ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡନାଟ ଶେଷ ହୋଇଥାଏ ।


ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅନ୍ୟତମ । ଏହା ମେରୁ ସଂକ୍ରାନ୍ତି ନାମରେ ମଧ୍ୟ ପରିଚିତ । ଓଡ଼ିଆ ନବବର୍ଷ ରୂପେ ଖ୍ୟାତ ଏହି ପଣା ସଂକ୍ରାନ୍ତିଟି ଓଡ଼ିଆ ଜନଜୀବନରେ ବେଶ ମହତ୍ତ୍ଵପୂର୍ଣ୍ଣ । ଏହିଦିନଠାରୁ ଓଡ଼ିଶାରେ ନୂଆ ପଞ୍ଜିକାର ପ୍ରଚଳନ ହୁଏ । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଏହିଦିନ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା ଓ ଭୋଗ

"ମହାବିଷୁବ ଓ ଦଣ୍ଡନାଟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ