1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ
2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର
3. ଅଗ୍ରପୂଜ୍ୟ ଶ୍ରୀଗଣେଶ
4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ
5. ସାମାଜିକ ଏକତାର ପର୍ବ: ନୂଆଖାଇ
6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା
7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ
8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ
9. ଶାରଦୀୟ ଦୁର୍ଗା ପୂଜା
10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି
11. ଅଁଳା ନବମୀ ଓ ରାଧାପାଦ ଦର୍ଶନ
12. ପଞ୍ଚୁକ ବ୍ରତ ଓ ବଡ଼ ଓଷା
13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ
17. ବକୁଳ ଅମାବାସ୍ୟା
18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା
19. ବସନ୍ତ ପଞ୍ଚମୀ
20. ଏକ ପବିତ୍ର ତିଥି - ମାଘ ସପ୍ତମୀ
21. ଶୈବଧର୍ମ ଓ ଶିବରାତ୍ରି
22. ଦୋଳ ପୂର୍ଣ୍ଣିମା
23. ରଙ୍ଗ ଓ ପ୍ରେମର ପର୍ବ: ହୋଲି
24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା
25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା
26. ରାମ ନବମୀର ମହତ୍ତ୍ବ
27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି
28. ଚଇତି ପରବ
29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା
30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା
31. ପବିତ୍ର ସାବିତ୍ରୀ ବ୍ରତ
32. ରଜ ପର୍ବକୁ ନେଇ କିଛି କଥା
33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର
34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ
35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା
36. ଦୀପାବଳି ଓ ଓଡିଶାରେ କାଳୀ ପୂଜା
37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି
40. ମାଘ ମାସ ଓ ମାଘ ପୂର୍ଣ୍ଣମୀ
ଏକ ପବିତ୍ର ତିଥି - ମାଘ ସପ୍ତମୀ
ବାର ମାସରେ ଏଠି ତେର ପର୍ବ । ପ୍ରତ୍ୟେକ ମାସ ଆମ ଓଡ଼ିଆଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ହିନ୍ଦୁ ମାସର ଏକ ପୁଣ୍ୟ ମାସ ହେଉଛି ମାଘ ମାସ । ଏହି ମାସରେ ଅନେକଗୁଡ଼ିଏ ପର୍ବପର୍ବାଣି ପାଳିତ ହୋଇଥାଏ । ତନ୍ମଧ୍ୟରେ ରହିଛି - ତ୍ରିବେଣୀ ଅମାବାସ୍ୟା, ମୌନି ଏକାଦଶୀ, ଶ୍ରୀପଞ୍ଚମୀ, ମାଘ ସପ୍ତମୀ, ଭୀଷ୍ମଅଷ୍ଟମୀ, ଭୈମୀ ଏକାଦଶୀ, ମାଘ ପୂର୍ଣ୍ଣିମା ପରି ବହୁ ଲୋକପ୍ରିୟ ପର୍ବ । ଏହି ମାସରେ ସ୍ନାନ ଓ ଦାନକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ତେବେ ମାଘ ସପ୍ତମୀ ହେଉଛି ପ୍ରାଚୀନ ସ୍ମୃତିର ସଂସ୍କୃତିପୂର୍ଣ୍ଣ ଦିବସ ତଥା ଏକ ପବିତ୍ର ତିଥି I ମାଘ ସପ୍ତମୀ ହେଉଛି ଆମ ପରମ୍ପରାର ଏକ ପ୍ରତୀକ ।
ସୃଷ୍ଟିର ଆବହମାନ କାଳରୁ ସୂର୍ଯ୍ୟଙ୍କର ପୂଜା ଚାଲି ଆସିଛି । ସୂର୍ଯ୍ୟଙ୍କୁ ନେଇ ଆମର ଅନେକ ପର୍ବପର୍ବାଣି । ମାଘ ସପ୍ତମୀ ସୂର୍ଯ୍ୟ ପୂଜାର ଏକ ବିଶେଷ ପୂଜା । ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ I ଭାରତବର୍ଷରେ ରହିଥିବା ସୂର୍ଯ୍ୟଦେବଙ୍କ ମନ୍ଦିର ମଧ୍ୟରେ ଓଡ଼ିଶାର ଅର୍କକ୍ଷେତ୍ରରେ ଥିବା ସୂର୍ଯ୍ୟନାରାୟଣଙ୍କ ମନ୍ଦିର ବିଶ୍ୱବିଖ୍ୟାତ । ମାଘ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି ଶ୍ରଦ୍ଧାଳୁ । ଏହି ତିଥିରେ ଅର୍କତୀର୍ଥରେ ସ୍ନାନ କଲେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି I ପ୍ରତିବର୍ଷ ମାଘ ସପ୍ତମୀରେ କୋଣାର୍କ ନିକଟସ୍ଥ
"ଏକ ପବିତ୍ର ତିଥି - ମାଘ ସପ୍ତମୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |