ନିଜ ସନସ୍କ୍ରିନ ବିଷୟରେ ଜାଣନ୍ତୁ

ଆପଣଙ୍କ ପରିବାର ବନ୍ଧନର ଦୃଢତା, ମନୋବଳ ବୃଦ୍ଧି ଏବଂ ବହୁ ଆବଶ୍ୟକୀୟ ଭିଟାମିନ୍ ଡି ପାଇବା ପାଇଁ ସୂର୍ଯ୍ୟକିରଣରେ ସମୟ ଅତିବାହିତ କରିବା ଅତ୍ୟନ୍ତ ଉତ୍ତମ ଅଟେ ।


କଅଁଳିଆ ସୂର୍ଯ୍ୟ କିରଣରେ ସମୟ ଅତିବାହିତ କରିବାକୁ କିଏ ବା ନ ଚାହେଁ । ଆପଣଙ୍କ ପରିବାର ବନ୍ଧନର ଦୃଢତା, ମନୋବଳ ବୃଦ୍ଧି ଏବଂ ବହୁ ଆବଶ୍ୟକୀୟ ଭିଟାମିନ୍ ଡି ପାଇବା ପାଇଁ ସୂର୍ଯ୍ୟକିରଣରେ ସମୟ ଅତିବାହିତ କରିବା ଅତ୍ୟନ୍ତ ଉତ୍ତମ ଅଟେ । କିନ୍ତୁ ଖରା ବା ସୂର୍ଯ୍ୟ କିରଣରେ ବସିବା ଏତେ ସହଜସାଧ୍ୟ ନୁହେଁ, କାରଣ ସୂର୍ଯ୍ୟଙ୍କଠାରୁ ନିର୍ଗତ ହେଉଥିବା ଅଲଟ୍ରା ଭାଓଲେଟ ରଶ୍ମି (ୟୁଭି କିରଣ)

"ନିଜ ସନସ୍କ୍ରିନ ବିଷୟରେ ଜାଣନ୍ତୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ