
ଭାରତୀୟ ଚେତନାରେ ଶ୍ରୀକୃଷ୍ଣ ହିଁ ଏକ ଅନନ୍ୟ ଚରିତ୍ର । ଅନେକ ଅଲୌକିକ ଲୀଳା ତାଙ୍କର । ସେଥିପାଇଁ ତ ସେ ଲୀଳା ପୁରୁଷୋତ୍ତମ । ଏହା ଥିଲା ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର । ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧରାତ୍ରୀରେ ରୋହିଣୀ ନକ୍ଷତ୍ର - ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଲାଭ କରିଥିଲେ । ସେଥିପାଇଁ ତ ଭାଗବତରେ କୁହାଯାଇଛି -
ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ । ସମ୍ପୂର୍ଣ୍ଣ ବରଷାର
"ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |