
ଆଜିର ଟେକ୍ନୋଲୋଜି ଯୁଗରେ ଆମେ ଇଣ୍ଟରନେଟ ଦ୍ଵାରା ଉପଲବ୍ଧ ହେଉଥିବା ଡିଜିଟାଲ ସେବାଗୁଡ଼ିକ ଉପରେ ବେଶ ନିର୍ଭରଶୀଳ ହୋଇ ପଡିଛୁ। ସମ୍ପ୍ରତି ମହାମାରୀ ସମୟରେ ଆମେ ଏବେ ଆଗ ଅପେକ୍ଷା ଅଧିକ ଡ଼ିଜିଟାଇଜେସନ ଉପରେ ନିର୍ଭର ହୋଇପଡ଼ିଛେ । ଅନ୍ ଲାଇନ ଜିନିଷ କ୍ରୟଠାରୁ ଆରମ୍ଭ କରି ଯୋଗାଯୋଗ - ପ୍ରାୟ ସବୁ କାମରେ ଆମେ ଡିଜିଟାଲ ସେବାର ଉପଯୋଗ କରିଆସିଛୁ । ଏହି ସେବାଗୁଡ଼ିକ ଆମ ପିଢି
"ଇଣ୍ଟରନେଟ୍ ବ୍ୟାଙ୍କ - ଏକ ପ୍ରତିଦ୍ଵନ୍ଦ୍ଵୀ !" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |